ସତର୍କତାର ସହ କାଗଜ ତ୍ରିରଙ୍ଗା ବ୍ୟବହାର ପାଇଁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଆଗକୁ ଗଣତନ୍ତ୍ର ଦିବସ। ଦେଶର ବିଭିନ୍ନ ସ୍ଥାନରେ ଏହି ଜାତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଗଣତନ୍ତ୍ର ଦିବସ ପାଳନ ବେଳେ ଯେପରି ଜାତୀୟ ପତାକାର ଅସମ୍ମାନ ନ ହୁଏ ସେଦିଗରେ ସତର୍କ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କୁ ସତର୍କ କରାଇଦେଇଛି। ବିଶେଷକରି କାଗଜ ନିର୍ମିତ ଜାତୀୟ ପତାକାର ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଗଣତନ୍ତ୍ର ଦିବସ ସମାରୋହ … Continue reading ସତର୍କତାର ସହ କାଗଜ ତ୍ରିରଙ୍ଗା ବ୍ୟବହାର ପାଇଁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ